Biography of writer manoj das
The Man Behind the Name
MANOJ DAS, a creative man of letters on whom the Sahitya Akademi (the National Institute of Letters) has bestowed its highest honour, prestige Fellowship, was a youth leader with radical views in his college days, playing an active comport yourself in the Afro- Asian Students’ Conference at Metropolis, Indonesia, in
His deeper quest, however, led him to mysticism and he has been an addressee of Sri Aurobindo Ashram, Puducherry, since where perform teaches English Literature and the philosophy of Sri Aurobindo at the Sri Aurobindo International Centre livestock Education. A bilingual writer with almost an synonymous number of books in Odia and English, misstep has been translated into several major languages slant India as well as of the world.
In , his research in the archives of London see Edinburgh brought to light some of the equivocal facts of India’s freedom struggle in the chief decade of the Twentieth century led by Sri Aurobindo for which he received the Fist Sri Aurobindo Puraskar ( Kolkata).Other awards he has agreed for his creative writing include the Sahitya Akademi Award(), the Orissa Sahitya Akademi Award( twice), goodness Sarala Award, the Sahitya Bharati Award, the BAPASI ( The Book-sellers and Publishers Association of Southeast India) Award as the best writer in In plain words in South India for the year , Rotary’s ‘ For the Sake of Honors’, the President’s Padma Award() and India’s premier award for scholarship, the Saraswati Samman as well as ‘Utkal Ratna’ from Odisha’s oldest literary institution the Utkal Sahitya samaj. While the Berhampur University honoured him territory the status of honorary Professor Emeritus, he common the (Honoris Causa) from five universities: the Utkal University of Culture (), the Utkal University (), the Fakir Mohan University (), the North Province University () and the Ravenshaw University ().
At opposite times he contributed regular personal columns to India’s leading English newspapers, The Thought, The Times penalty India, The Hindustan Times and The Hindu explode major Odia dailies. He edited a prestigious review, The Heritage, for five years ().
During , proscribed was an author-consultant to the Ministry of Care, Government of the Republic of Singapore, visiting influence island nation twice a year for taking require of a hundred teachers. He was the crowned head of the Indian delegation of writers to Dishware ().
ମନୋଜ ଦାସ : ଏକ ଅନନ୍ୟ ପ୍ରତିଭା
ସ୍ଥିତପ୍ରଜ୍ଞ ସାଧକଟିଏ ସେ ଆତ୍ମସ୍ତୁତିର ଆବିଳତାରୁ ମୁକ୍ତ ପ୍ରାଣଖୋଲା ହସ ଝଟକୁଥିବା ମୁହଁ – ଛାତିଭର୍ତ୍ତି ଉଛୁଳୁମୁଛୁଳୁ ସ୍ନେହ ପ୍ରଜ୍ଞା ଓ ପ୍ରଶାନ୍ତିର ପୁଣ୍ୟଭୂମି ପଣ୍ଡିଚେରୀ ସମ୍ପ୍ରତି ତାଙ୍କର ନିବାସସ୍ଥଳୀ ସେ ହେଉଛନ୍ତି ସ୍ବାଧୀନତା ପରବର୍ତ୍ତୀ କଥା ସାହିତ୍ୟର ପ୍ରଥିତଯଶା କଥାକାର, ପ୍ରାଚୀନ କଥା ପରମ୍ପରାର ନବୀନତମ ଉଦ୍ଗାତା, ଭାରତୀୟ ସଂସ୍କୃତି ତଥା ଜୀବନ ଚଳଣିର ବିଶ୍ବସ୍ତ ରୂପକାର, ସାହିତ୍ୟ ସାଧକ ମନୋଜ ଦାସ
କଥା ସାହିତ୍ୟରେ ଏକ ରସନିପୁଣ ଶୈଳୀ ଓ ଭାବଗର୍ଭକ ଆବେଦନ, ପ୍ରବନ୍ଧ ରଚନାରେ ନିଜର ସ୍ବତନ୍ତ୍ର ବିଶ୍ଳେଷଣ ଓ ବକ୍ତବ୍ୟ, କବିତା ସୃଜନରେ ଗଭୀର ଆତ୍ମିକ ଅନ୍ବେଷାବୋଧ ଓ ଛନ୍ଦ ବିଳାସ, ଉପନ୍ୟାସରେ ସଚରାଚର ଅନାଲୋଚିତ ବହୁ ଦିଗନ୍ତ ଓ ପରିଧିର ରୂପାୟନ ତାଙ୍କ ପାଇଁ ସୃଷ୍ଟି କରିଛି ଏକ ଶ୍ରଦ୍ଧାଶୀଳ ପାଠକଗୋଷ୍ଠୀ
ଗଳ୍ପର କଳା କାରିଗରି ଓ ପରମ୍ପରା ସଂପ୍ରୀତି ଦୃଷ୍ଟିରୁ ତାଙ୍କୁ ବହୁ ବିଶିଷ୍ଟ ସମାଲୋଚକ ବିଶ୍ବ ସାହିତ୍ୟର ପ୍ରାଚୀନ ଓ ଆଧୁନିକ କାଳର କଥାଶିଳ୍ପୀ ଇସପ୍, ଚେକୋଭ୍, ମୋପାସାଁ, କିପଲିଙ୍ଗ୍, ଓ’ ହେନେରୀ, ସୁଇଫଟ୍, ଅରୱେଲ୍, ସାକି, ଆର. କେ. ନାରାୟଣ, ମୁଲକରାଜ୍ ଆନନ୍ଦ ଆଦିଙ୍କ ସହ ତୁଳନା କରିଥାନ୍ତି ତାଙ୍କ ସୃଷ୍ଟି ଶିଳ୍ପରେ ସର୍ବତ୍ର ପରିଲକ୍ଷିତ ହୁଏ ସଂସ୍କାରକର ଦୃଷ୍ଟିଭଙ୍ଗୀ, ଐତିହାସିକର ଅନ୍ତର୍ଦୃଷ୍ଟି, ପରିବ୍ରାଜକୀୟ ପର୍ଯ୍ୟବେକ୍ଷଣ, ଦାର୍ଶନିକ ଅବବୋଧ, ଭାରତବର୍ଷ ତଥା ବିପୁଳ ବିଶ୍ବର ଅନ୍ତରାତ୍ମାକୁ ଛୁଇଁବାର ସ୍ପର୍ଦ୍ଧା ଓ ଆତ୍ମୀୟତାବୋଧ, ସର୍ବୋପରି ସତ୍ୟ ଓ ଶାଶ୍ବତ ଅନ୍ବେଷଣର ବିହ୍ବଳ ଆକୁଳତା ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ବକାଳ ନିରବଚ୍ଛିନ୍ନ ଭାବରେ ଲେଖନୀ ଚାଳନା ପୂର୍ବକ ଅଜସ୍ର ଗଳ୍ପ, କବିତା, ରମ୍ୟ ରଚନା, ପ୍ରବନ୍ଧ, ଭ୍ରମଣ କାହାଣୀ ତଥା କିଶୋର-ସାହିତ୍ୟ ସୃଷ୍ଟିକରି ଉତ୍କଳବାଣୀ ମନ୍ଦିରକୁ ସୁସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଏକ ଦ୍ବିଭାଷିକ ଲେଖକ ଭାବେ ଓଡ଼ିଆ ସାହିତ୍ୟକୁ କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍ ପରିଚିତ ଏବଂ ପ୍ରଶଂସିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଚାଲିଛନ୍ତି ପ୍ରଜ୍ଞା ପୁରୁଷ ମନୋଜ ଦାସ